Thursday 16 July 2015

ପ୍ରେମ କାହାଣି ର ଏହି ଚିରଂତନ ସବୁଜି ବ୍ଲୋଗ୍ କୁ ସ୍ୱାଗତ (Prema Kahani Ra Ehi Chirantan Sabuji Blog Ku Swagat)

ପ୍ରେମ କେତେବେଳେ କାହା ସହିତ କେମିତି କେଉଁଠି ହୋଇଯାଏ ଆମେ ଜାଣୁନା । ଏହି ସୁନ୍ଦର ସବୁଜିମା ପୃଥିବି ଭିତରେ ଦୁଇ ପବିତ୍ର ଆତ୍ମା କୁ ନିଅତି ର  ଗୋଟିଏ ସୁଖ୍ମ ସୁତା ରେ ବାଂଧି ହୋଇ ଗଢି ଉଠିଥାଏ ପ୍ରେମ । କିଏ କହେ ଦୁଇଟି ଅଖ୍ୟର ତ କିଏ କହେ ଅଢେଇ ।